ଓଡ଼ିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି

  • Published: Tuesday, 02 January 2024
  • , Updated: 02 January 2024, 12:26 PM IST

ନିର୍ବାଚନ ପାଇଁ ହେଉଛି ରଣନୀତି ପ୍ରସ୍ତୁତି। ଆଗାମୀ ନିର୍ବାଚନ କେମିତି ଲଢ଼ିବ ବିଜେପି ? ବିଜେଡି ସହିତ ବିଜେପିର କ’ଣ ରହିବ ସଂପର୍କ ? ଅନ୍ୟ ଦଳର ନେତା ଯୋଗଦେବେ କି ବିଜେପିରେ ? ଦୁଇ ଦିନ ଧରି ହୋଇଥିବା ବୈଠକରୁ କ’ଣ ବାହାରିଲା ନିର୍ଯ୍ୟାସ ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ରାମ ମନ୍ଦିର ପ୍ରକଳ୍ପ ନେଇ କ’ଣ ରହିଛି ଦଳର ଆଭିମୁଖ୍ୟ। ଏନେଇ ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେଇ ଏମିତି କହିଛନ୍ତି ରାଜ୍ୟ ବିଜେପିର ସହ-ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Related story