Advertisment

‘କେନ୍ଦ୍ର ଦେଉଛି ଅର୍ଥ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ରାଜ୍ୟ ସରକାର ନେଉଛନ୍ତି ଶ୍ରେୟ’

‘ବିଜେଡି ବାଲାଙ୍କୁ ପଚାରିବାକୁ ପଡ଼ିବ ନବୀନ ଓଡ଼ିଶା କ’ଣ?’

Advertisment

ଓଡ଼ିଶାରେ ରାଜ୍ୟ ସରକାର କେନ୍ଦ୍ର ଅର୍ଥରେ ନାଁ ନେଉଛନ୍ତି। ସବୁ ଯୋଜନାରେ କେନ୍ଦ୍ର ସରକାରଙ୍କ ଅର୍ଥ ବିନିଯୋଗ ହେଉଥିବାବେଳେ ରାଜ୍ୟ ସରକାର କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଶ୍ରେୟ ନେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି। ସେହିପରି ଛତିଶଗଡ଼ ନିର୍ବାଚନ ପ୍ରସଙ୍ଗରେ ଟୁଡୁ କହିଛନ୍ତି ଯେ, ଏଥର ସେଠାରେ ଲୋକେ କଂଗ୍ରେସ ବିରୋଧରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ସେଠାରେ ବିଜେପି ଭଲ କରିବ।

Advertisment
BjD Bjp Bishweswar Tudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe