‘ପୋଲିସ ମୋତେ ମାରିଦେବାକୁ ଚାହୁଁଥିଲା’ | Odisha Reporter
ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ବିଜେପିରେ ଯୋଗଦେଇଛନ୍ତି । ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବାକୁ ନେଇ ବିଜେଡି ଏବେ ତାଙ୍କୁ ଟାର୍ଗେଟ କରିଛି । କଣ ରହିଛି ସେଦିନ ଗାଡି ଦୁର୍ଘଟଣା ପଛର ସତ ? କାହିଁକି ତାଙ୍କୁ ଦବଙ୍ଗ ଏବଂ ବାହୁବଳୀ ବିଧାୟକ ବୋଲି କୁହାଯାଉଛି ? କଣ ରହିଛି ପ୍ରଶାନ୍ତ ଜଗଦ୍ଦେବଙ୍କ ନିର୍ବାଚନୀ ରଣନିତୀ । ଏ ସମ୍ପର୍କରେ ଆମ ସହିତ ବିଶେଷ ଆଲୋଚନା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
