Advertisment

‘ପୁଲିସ ମୋତେ ମାରିଦେବାକୁ ଚାହୁଁଥିଲା’

କଣ ରହିଛି ସେଦିନ ଗାଡି ଦୁର୍ଘଟଣା ପଛର ସତ ? କାହିଁକି ତାଙ୍କୁ ଦବଙ୍ଗ ଏବଂ ବାହୁବଳୀ ବିଧାୟକ ବୋଲି କୁହାଯାଉଛି ?

Advertisment

ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବେ ବିଜେପିରେ ଯୋଗଦେଇଛନ୍ତି । ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବାକୁ ନେଇ ବିଜେଡି ଏବେ ତାଙ୍କୁ ଟାର୍ଗେଟ କରିଛି । କଣ ରହିଛି ସେଦିନ ଗାଡି ଦୁର୍ଘଟଣା ପଛର ସତ ? କାହିଁକି ତାଙ୍କୁ ଦବଙ୍ଗ ଏବଂ ବାହୁବଳୀ ବିଧାୟକ ବୋଲି କୁହାଯାଉଛି ? କଣ ରହିଛି ପ୍ରଶାନ୍ତ ଜଗଦ୍ଦେବଙ୍କ ନିର୍ବାଚନୀ ରଣନିତୀ । ଏ ସମ୍ପର୍କରେ ଆମ ସହିତ ବିଶେଷ ଆଲୋଚନା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। 

Advertisment
Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe