Advertisment

ମୁଖ୍ୟମନ୍ତ୍ରୀଙ୍କ ପାଟିରେ ମିଛ କୁହାଯାଇଛି!

ସାନ ବାବୁଙ୍କ ମନ୍ତବ୍ୟ ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଉଚିତ ମଣୁ ନାହିଁ ବୋଲି କହିଛନ୍ତି ଅପରାଜିତ ଷଡ଼ଙ୍ଗୀ।

author-image
Jitendra Garnayak

ଉନ୍ନୟନମୂଳକ କାର୍ଯ୍ୟ ନେଇ ବିତର୍କ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଥିଲି। କିନ୍ତୁ ୭୨ ଘଣ୍ଟା ପରେ ବି କିଛି ଉତ୍ତର ଆସିଲାନି। ଓଡ଼ିଶା ରିପୋର୍ଟରକୁ ଦେଇଥିବା ସାକ୍ଷାତକାରରେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କ’ଣ ସବୁ କହିଛନ୍ତି ଦେଖନ୍ତୁ। 

Advertisment
Naveen Patnaik Aparajita Sarangi Loka Sabha Election 2024 Odisha Assembly Election 2024