Advertisment

'ପାହାଡ଼ ଚଢ଼ ନହେଲେ, ରାଜନୀତି କର'

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବାଛିଛନ୍ତି। ଏହାପରେ ସେ ପାଇଲଟ୍ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେପଟେ ତାଙ୍କ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ ମଧ୍ୟ ରାଜନୀତି କରିବାକୁ ମନ ବଳାଇଛନ୍ତି।

author-image
Manoj Swain

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବାଛିଛନ୍ତି। ଏହାପରେ ସେ ପାଇଲଟ୍ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେପଟେ ତାଙ୍କ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟ ମଧ୍ୟ ରାଜନୀତି କରିବାକୁ ମନ ବଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ମଥ କହିଛନ୍ତି, ‘ଭାଇ ଫୁଲଟାଇମ୍ ପର୍ବତାରୋହଣକୁ ଦେଲେ ଆଉ ମୁଁ ଫୁଲଟାଇମ୍ ରାଜନୀତିକୁ ଦେବି’। ପର୍ବତାରୋହଣ କରି ପଲିଟିକ୍ସ କରିବା କମ୍ବିନେସନ୍ ଗ୍ରହହଣୀୟ ନୁହେଁ ବୋଲି ଆମ ସହ ସାକ୍ଷାତକାରରେ ମନ୍ମଥ କହିଛନ୍ତି।

Advertisment
Odisha Odisha Politics