Advertisment

କାହାକୁ ପଚାରି ଯାଉଥିଲେ କୋଲକାତା ?

ସେତେବେଳେ ସମ୍ପର୍କ ରଖିଲେ, କଣ ପଚାରିକି ? ଏବେ କାଇଁ ଦୁଆରେ ବସିଛି ?

author-image
Manoj Swain
ଅଦ୍ୟତନ ହୋଇଛି

ସେତେବେଳେ ଏକାଠି ଯାଉଥିଲ । କୋଲକାତା ଯାଇ ମଉଜ କରୁଥଲ । ସାଙ୍ଗ ହୋଇ ପ୍ରେମ କରୁଥଲେ, ସାଙ୍ଗ ହୋଇ ଗପୁଥିଲେ । ସେତେବେଳେ ସମ୍ପର୍କ ରଖିଲା, କଣ ପଚାରିକି  ? ଏବେ କାଇଁ ଦୁଆରେ ବସିଛି ?

Advertisment
Odisha