ସେତେବେଳେ ଏକାଠି ଯାଉଥିଲ । କୋଲକାତା ଯାଇ ମଉଜ କରୁଥଲ । ସାଙ୍ଗ ହୋଇ ପ୍ରେମ କରୁଥଲେ, ସାଙ୍ଗ ହୋଇ ଗପୁଥିଲେ । ସେତେବେଳେ ସମ୍ପର୍କ ରଖିଲା, କଣ ପଚାରିକି ? ଏବେ କାଇଁ ଦୁଆରେ ବସିଛି ?