Advertisment

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ ଥିଲା ?

ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସବୁ ଖୋଲି କହି ଦେଲେ ସମୀର ରଞ୍ଜନ ଦାଶ ।

author-image
Manoj Swain

ନିମାପଡ଼ା ରାଜନୀତିର ଚର୍ଚ୍ଚିତ ଚେହେରା ହେଲେ ସମୀର ରଞ୍ଜନ ଦାଶ । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସବୁ ଖୋଲି କହି ଦେଲେ ସମୀର । ବିଜେଡି ଟିକେଟ କଟିବା ପଛରେ କାହାର ଥିଲା ହାତ ? ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କଣ ଥିଲା ? ତାଙ୍କ ବିରୋଧରେ କିଏ କରିଥିଲା ଷଡ଼ଯନ୍ତ୍ର ? ଏ ତମାମ ପ୍ରଶ୍ନର ସିଧାସଳଖ ଉତ୍ତର ରଖିଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp 2024 General Election