ଯଯାତି ନଗର ଲୋକ କ୍ରୀତଦାସ ହେବାକୁ ପସନ୍ଦ କରନ୍ତିନି | Odisha Reporter
'ଯାଜପୁର ଜିଲ୍ଲା ନଗଡ଼ାରେ ଅପପୃଷ୍ଟିରେ ରହୁଛନ୍ତି ଶିଶୁ। ଯାଜପୁରରେ ମଣିଷ ଛୁଆ ବିକ୍ରି ହେଉଛି। ଯାଜପୁରରେ କଳକାରଖାନା, ଖଣି ଖାଦାନ ଥାଇ ମଧ୍ୟ ଏଠାକାର ଲୋକ ତାମିଲ ରାଜ୍ୟକୁ ଯାଇ ଇଟାଭାଟିରେ କାମ କରୁଛନ୍ତି। ତେବେ କାହିଁକି ଯାଜପୁର ଲୋକ ତାମିଲକୁ ଭୋଟ ଦେବେ ?' ଆମର ସ୍ବତନ୍ତ୍ର ସାକ୍ଷାତାକାରରେ ଯାଜପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟ ଅଧିକ କ'ଣ କହିଛନ୍ତି ଶୁଣନ୍ତୁ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
