\'ବିଜେଡି ସାଂସଦ ପ୍ରାର୍ଥୀ ହାରିବେ\'| Exclusive Interview With Former MP Prabhas Singh | Odisha Reporter
Advertisment
ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂ । ଇସ୍ତଫା ଦେବା ପରେ ସେ ଖୁବ୍ ବର୍ଷିଛନ୍ତି ସରକାରଙ୍କ ଉପରେ । ଭବିଷ୍ୟବାଣୀ କରିଛନ୍ତି, ଆଗାମୀ ନିର୍ବାଚନରେ ବିଜେପି ଭଲ କରିବ ଏବଂ ବିଜେଡିର ପ୍ରଦର୍ଶନ ନୈରାଶ୍ୟଜନକ ହେବ । ଦଳରେ କିପରି ଭାବେ ପ୍ରାର୍ଥୀ ଚୟନ କରାଯାଉଛି ଆମ ସହିତ ସ୍ୱତନ୍ତ୍ର ସାକ୍ଷାତକାରରେ ଆଲୋଚନା କରି ତାର ଗୁମର ଖୋଲିଛନ୍ତି ପ୍ରଭାସ ବାବୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us