ଇଏ ହେଉଛନ୍ତି ଟ୍ରେନି ଡାକ୍ତର ନମ୍ରତା ଦତ୍ତ । ଆରଜି କର ହସ୍ପିଟାଲରେ ଅତ୍ୟାଚାରର ଶିକାର ହୋଇଥିବା ପୀଡିତାଙ୍କ ସହ ପୂର୍ବରୁ ଗୋଟିଏ କଲେଜରେ ପଢ଼ୁଥିଲେ ନମ୍ରତା । ନମ୍ରତା କହିଛନ୍ତି, ଏହି ଘଟଣା ଘଟିବା ପରେ ସବୁ ଡାକ୍ତରଙ୍କ ମନରେ ଭୟର ବାତାବରଣ । ଆଗରୁ ହସ୍ପିଟାଲ ପହଞ୍ଚିଗଲେ ପରିବାର ଲୋକ ଭାବୁଥିଲେ ଆମ ଝିଅଟି ସୁରକ୍ଷିତ ଅଛି । ହେଲେ ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଘଟଣା ବାପାମାଆଙ୍କୁ ଚିନ୍ତାରେ ପକାଇଛି । ଏବେ ହସ୍ପିଟାଲ ଆସିବାକୁ ଭୟ ଲାଗୁଛି । ତେବେ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ କଣ ଘଟେ ସେନେଇ ବଡ଼ କଥା କହିଛନ୍ତି ନମ୍ରତା । ଶୁଣନ୍ତୁ ସେ କଣ କହୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍
ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।
Interview
ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ: କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ?
ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ?