ଆର.ଜି. କରର ସେହି ଝିଅ ମୋ ସାଙ୍ଗ | Exclusive Interview | RG Kar Hospital Incident | Odisha Reporter
ଇଏ ହେଉଛନ୍ତି ଟ୍ରେନି ଡାକ୍ତର ନମ୍ରତା ଦତ୍ତ । ଆରଜି କର ହସ୍ପିଟାଲରେ ଅତ୍ୟାଚାରର ଶିକାର ହୋଇଥିବା ପୀଡିତାଙ୍କ ସହ ପୂର୍ବରୁ ଗୋଟିଏ କଲେଜରେ ପଢ଼ୁଥିଲେ ନମ୍ରତା । ନମ୍ରତା କହିଛନ୍ତି, ଏହି ଘଟଣା ଘଟିବା ପରେ ସବୁ ଡାକ୍ତରଙ୍କ ମନରେ ଭୟର ବାତାବରଣ । ଆଗରୁ ହସ୍ପିଟାଲ ପହଞ୍ଚିଗଲେ ପରିବାର ଲୋକ ଭାବୁଥିଲେ ଆମ ଝିଅଟି ସୁରକ୍ଷିତ ଅଛି । ହେଲେ ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଘଟଣା ବାପାମାଆଙ୍କୁ ଚିନ୍ତାରେ ପକାଇଛି । ଏବେ ହସ୍ପିଟାଲ ଆସିବାକୁ ଭୟ ଲାଗୁଛି । ତେବେ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ କଣ ଘଟେ ସେନେଇ ବଡ଼ କଥା କହିଛନ୍ତି ନମ୍ରତା । ଶୁଣନ୍ତୁ ସେ କଣ କହୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
