Advertisment

'କୋଲକାତା ଆର.ଜି. କର ମେଡିକାଲ କଲେଜର ସେହି ଝିଅ ମୋ ସାଙ୍ଗ'

ଆରଜି କର ହସ୍ପିଟାଲରେ ଅତ୍ୟାଚାରର ଶିକାର ହୋଇଥିବା ପୀଡିତାଙ୍କ ସହ ପୂର୍ବରୁ ଗୋଟିଏ କଲେଜରେ ପଢ଼ୁଥିଲେ ନମ୍ରତା ଦତ୍ତ ।

Advertisment

ଇଏ ହେଉଛନ୍ତି ଟ୍ରେନି ଡାକ୍ତର ନମ୍ରତା ଦତ୍ତ । ଆରଜି କର ହସ୍ପିଟାଲରେ ଅତ୍ୟାଚାରର ଶିକାର ହୋଇଥିବା ପୀଡିତାଙ୍କ ସହ ପୂର୍ବରୁ ଗୋଟିଏ କଲେଜରେ ପଢ଼ୁଥିଲେ ନମ୍ରତା । ନମ୍ରତା କହିଛନ୍ତି, ଏହି ଘଟଣା ଘଟିବା ପରେ ସବୁ ଡାକ୍ତରଙ୍କ ମନରେ ଭୟର ବାତାବରଣ । ଆଗରୁ ହସ୍ପିଟାଲ ପହଞ୍ଚିଗଲେ ପରିବାର ଲୋକ ଭାବୁଥିଲେ ଆମ ଝିଅଟି ସୁରକ୍ଷିତ ଅଛି । ହେଲେ ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଘଟଣା ବାପାମାଆଙ୍କୁ ଚିନ୍ତାରେ ପକାଇଛି । ଏବେ ହସ୍ପିଟାଲ ଆସିବାକୁ ଭୟ ଲାଗୁଛି । ତେବେ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ କଣ ଘଟେ ସେନେଇ ବଡ଼ କଥା କହିଛନ୍ତି ନମ୍ରତା । ଶୁଣନ୍ତୁ ସେ କଣ କହୁଛନ୍ତି ।

Advertisment
Odisha Kolkata Doctor Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe