Exclusive Interview With AICC member Manisha Tripathy | Odisha Reporter
କଂଗ୍ରେସର ମନିଷା ତ୍ରିପାଠୀ, କମ ବୟସରୁ ଏଆଇସିସିରେ ସଦସ୍ୟା ହୋଇଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏବେ ରାଜନୀତିରେ ପୁରା ଜମି ଗଲେଣି। କଥାରେ କଥାରେ ଶାସକ ବିଜେଡି ଦଳର ନେତାଙ୍କୁ କଟାକ୍ଷ କଲେ । 24ରେ ରାଜନୈତିକ ପାଣିପାଗ କ'ଣ ହେବ ? ବିଜେଡି ଓ ବିଜେପିର ଅବସ୍ଥା କ'ଣ ହେବ ? ଏବଂ କଂଗ୍ରେସର ସ୍ଥିତି କେଉଁଠି ଥିବ ? ଏ ନେଇ ଅଧିକ ଆମ ସହ ଆଲୋଚନା କରିଛନ୍ତି ମନିଷା ତ୍ରିପାଠୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
