Advertisment

ସମୃଦ୍ଧ ଓଡ଼ିଶା କିନ୍ତୁ ଦେଶରେ ସବୁଠାରୁ ଗରିବ ଓଡ଼ିଶା ଲୋକ: ଅମିତ ଶାହ

ରତ୍ନଭଣ୍ଡାରର ରହସ୍ୟ କଣ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ। ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ଚାବି କିଏ ହଜେଇଲା ? ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଥିଲେ।

Advertisment

ରତ୍ନଭଣ୍ଡାରର ରହସ୍ୟ କଣ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ। ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ଚାବି କିଏ ହଜେଇଲା ? ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଓଟିଭିକୁ ସାକ୍ଷାତକାର ଦେଇ ଏପରି କହିଥିଲେ। ସେ ଆହୁରି କହିଥିଲେ, ତାମିଲ ବାବୁ ବ୍ୟାକ୍‌ଡୋର୍‌ରେ ଓଡ଼ିଶାକୁ ଚଳାଇବା ଲୋକ ଚାହାଁନ୍ତିନି। ଓଡ଼ିଶା ଲୋକ ବିଜେପି ସାଥିରେ ଅଛନ୍ତି। ଭାଷା, ସ୍ୱାଭିମାନ ପାଇଁ ଓଡ଼ିଶା ଲୋକ ଲଢ଼େଇ କରି ଆସିଛନ୍ତି। ଓଡ଼ିଆ ଲୋକଙ୍କ ସ୍ୱାଭିମାନ ସହ ଖେଳି ଚାଲିଛନ୍ତି ନବୀନ ବାବୁ। ୨୫ ବର୍ଷ ପରେ ଓଡ଼ିଶାରେ ସେହି ଗରିବୀ, ପିଇବା ପାଣି ନାହିଁ। ପୂରା ଦେଶକୁ ସମୃଦ୍ଧ କଲାଭଳି ଖଣିଜ ଓଡ଼ିଶା ମାଟିତଳେ ରହିଛି। ସମୃଦ୍ଧ ଓଡ଼ିଶା କିନ୍ତୁ ଦେଶରେ ସବୁଠାରୁ ଗରିବ ଓଡ଼ିଶା ଲୋକ । ଖଣିଜ ପଦାର୍ଥ ବିଦେଶ ଚାଲାଣ ହେଉଛି, ଏଠାରେ ଶିଳ୍ପ ବିକାଶ ନାହିଁ।

Advertisment
Odisha Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe