Advertisment

ଅନୁଭବ ଖୋଲିଦେଲେ ବିଜେଡି ମୁଖା !

ବିଜେଡି ଛାଡ଼ିବା ପରେ ଦଳର ଭିତିରି କଥା ପଦାରେ ପକାଇଦେଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। କହିଲେ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ।

author-image
Manoj Swain

ବିଜେଡି ଦଳର କିଏ ସେହି ନେତା ? ଯିଏ ଲିଖିତ ଆକାରରେ ଅନୁଭବ ପଟ୍ଟନାୟକଙ୍କୁ ଦେଉଥିଲେ ଆଉ ସୌମ୍ୟ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ପାଇଁ ଭିତିରିଆ ଉସ୍‌କାଉଥିଲେ ? ବିଜେଡି ଛାଡ଼ିବା ପରେ ଦଳର ଭିତିରି କଥା ପଦାରେ ପକାଇଦେଲେ ଅନୁଭବ ପଟ୍ଟନାୟକ । କହିଲେ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। କିନ୍ତୁ ବିଜେଡି ଦଳର କିଛି ବରିଷ୍ଠ ନେତାଙ୍କ ଇଷ୍ଟ୍ରକ୍ସନରେ ସେ ସୌମ୍ୟଙ୍କୁ ଟାର୍ଗେଟ କରୁଥିଲେ। ଆମର ସ୍ବତନ୍ତ୍ର ସାକ୍ଷତକାର କାର୍ଯ୍ୟକ୍ରମରେ ଅନୁଭବ ପଟ୍ଟନାୟକ ଅହୁରି କହିଛନ୍ତି, ଜେଲ ଯାଇ ବେଲ୍‌ରେ ଆସିଥିବା ଜଣେ ଗଞ୍ଜେଇ ବେପାରୀଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD