Advertisment

କୋରେଇ ନିର୍ବାଚନମଣ୍ଡଳୀରେ କା’ ପ୍ରାର୍ଥୀ କିଏ ?

ଆକାଶ କହିଛନ୍ତି, ଯିଏ କୋରେଇରୁ ବହୁ ଦୂରରେ ରହୁଛନ୍ତି, ସେ କିଭଳି ଜନସାଧାରଣଙ୍କ ସେବା କରିପାରିବେ ?

Advertisment

କୋରେଇ ନିର୍ବାଚନମଣ୍ଡଳୀରେ କା’ ପ୍ରାର୍ଥୀ କିଏ ? କାହା କଥା କହିଲେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ? ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ଜୋର ଧରିଛି କୋରେଇ ରାଜନୀତି। ଓଡ଼ିଶା ରିପୋର୍ଟରର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଆକାଶ ଖୋଲାଖୋଲି କହିଲେ, ସମ୍ବଲପୁରରୁ ହାରିବା ଭୟରେ, କୋରେଇରେ କା’ ପ୍ରାର୍ଥୀ ଦେଇଛନ୍ତି ବବି। କେବଳ ସେତିକି ନୁହେଁ, ଆକାଶ ଆହୁରି କହିଛନ୍ତି, ଯିଏ କୋରେଇରୁ ବହୁ ଦୂରରେ ରହୁଛନ୍ତି, ସେ କିଭଳି ଜନସାଧାରଣଙ୍କ ସେବା କରିପାରିବେ ? ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe