Exclusive Interview With BJP Leader Bimbadhar Kuanr | କେଉଁଝରରୁ କେତେ ଟଙ୍କା ଆଦାୟ କରେ ବିଜେଡି ?
ବିମ୍ବାଧର କୁଅଁର, ବିଜେପିର ପୂର୍ବତନ ସଭାପତି। ବିଜେପି ଛାଡ଼ି ବିଜେଡିରେ ସେ ଯୋଗଦେଇଥିଲେ । ବିଜେଡିରେ ମଧ୍ୟ ତାଙ୍କୁ ମିଳିଥିଲା ବରିଷ୍ଠ ଉପସଭାପତି ପଦ। କେବଳ ସେତିକି ନୁହେଁ, କେନ୍ଦୁଝର ଜିଲ୍ଲା ବିଜେଡିର ଇନ୍-ଚାର୍ଜ ମଧ୍ୟ ଥିଲେ। ଏଥର ପୁଣି ବିଜେଡି ତାଙ୍କୁ ଅଣଦେଖା କରିଛି ତେଣୁ ଶେଷରେ ସେ ଦଳ ଛାଡ଼ି ପୁଣିଥରେ ବିଜେପିକୁ ଫେରିଛନ୍ତି । ଆମ ସହ ଆଲୋଚନା ବେଳେ ବିମ୍ବାଧର ଖୋଲିଦେଲେ ବିଜେଡିର ଗୁମର। କେନ୍ଦୁଝରରୁ କେତେ ଟଙ୍କା ଆଦାୟ କରେ ବିଜେଡି ? ସେ ନବୀନ ନିବାସକୁ ଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
