କେନ୍ଦୁଝରରୁ କେତେ ଟଙ୍କା ଆଦାୟ କରେ ବିଜେଡି ?

  • Published: Sunday, 28 April 2024
  • , Updated: 28 April 2024, 01:34 PM IST

ବିମ୍ବାଧର କୁଅଁର, ବିଜେପିର ପୂର୍ବତନ ସଭାପତି। ବିଜେପି ଛାଡ଼ି ବିଜେଡିରେ ସେ ଯୋଗଦେଇଥିଲେ । ବିଜେଡିରେ ମଧ୍ୟ ତାଙ୍କୁ ମିଳିଥିଲା ବରିଷ୍ଠ ଉପସଭାପତି ପଦ। କେବଳ ସେତିକି ନୁହେଁ, କେନ୍ଦୁଝର ଜିଲ୍ଲା ବିଜେଡିର ଇନ୍-ଚାର୍ଜ ମଧ୍ୟ ଥିଲେ। ଏଥର ପୁଣି ବିଜେଡି ତାଙ୍କୁ ଅଣଦେଖା କରିଛି ତେଣୁ ଶେଷରେ ସେ ଦଳ ଛାଡ଼ି ପୁଣିଥରେ ବିଜେପିକୁ ଫେରିଛନ୍ତି । ଆମ ସହ ଆଲୋଚନା ବେଳେ ବିମ୍ବାଧର ଖୋଲିଦେଲେ ବିଜେଡିର ଗୁମର। କେନ୍ଦୁଝରରୁ କେତେ ଟଙ୍କା ଆଦାୟ କରେ ବିଜେଡି ? ସେ ନବୀନ ନିବାସକୁ ଯିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ। ଦେଖନ୍ତୁ ପୂରା ରିପୋର୍ଟ। 

Related story