Exclusive Interview With BJP MLA Sanatan Bijuli । Odisha Reporer
ବିଜେପି ବିଧାୟକ ସନାତନ ବିଜୁଳି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ଯେ, 2024 ନିର୍ବାଚନରେ ହେବ ବଡ଼ ପରିବର୍ତ୍ତନ। ବିଜେପି କ୍ଷମତାକୁ ଆସିବ, ଲୋକଙ୍କ ଆକ୍ରୋଶ ଏହା ପ୍ରମାଣିତ କରିଛି। ତେବେ ଦଳୀୟ ଟିକେଟ ନ ମିଳିଲେ ତାଙ୍କ ମନରେ କିଛି ଅବଶୋଷ ନାହିଁ, କୁକୁର ହୋଇ ଘାଟ ଜଗିବେ ବରଂ ଅନ୍ୟ ଦଳକୁ ଯିବେନି। ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
