Advertisment

'ଦଳ ଛାଡ଼ିବିନି, କୁକୁର ହୋଇ ଘାଟ ଜଗିବି'

ବିଜେପି ବିଧାୟକ ସନାତନ ବିଜୁଳି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ଯେ, 2024 ନିର୍ବାଚନରେ ହେବ ବଡ଼ ପରିବର୍ତ୍ତନ।

Advertisment

ବିଜେପି ବିଧାୟକ ସନାତନ ବିଜୁଳି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ଯେ, 2024 ନିର୍ବାଚନରେ ହେବ ବଡ଼ ପରିବର୍ତ୍ତନ। ବିଜେପି କ୍ଷମତାକୁ ଆସିବ, ଲୋକଙ୍କ ଆକ୍ରୋଶ ଏହା ପ୍ରମାଣିତ କରିଛି। ତେବେ ଦଳୀୟ ଟିକେଟ ନ ମିଳିଲେ ତାଙ୍କ ମନରେ କିଛି ଅବଶୋଷ ନାହିଁ, କୁକୁର ହୋଇ ଘାଟ ଜଗିବେ ବରଂ ଅନ୍ୟ ଦଳକୁ ଯିବେନି। ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି।

Advertisment
Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe