Exclusive interview with Dhamnagar BJP Candidate Suryabanshi Suraj | Odisha Reporter
୨୦୨୪ ପାଇଁ ବାଜିଛି ନିର୍ବାଚନ ବିଗୁଲ। ଧାମନଗରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ସୂଯ୍ୟବଂଶୀ ସୂରଜ। ଜିତିବା ପାଇଁ କେମିତି କରୁଛନ୍ତି ଷ୍ଟ୍ରାଜେଜି। 24 ପାଇଁ ସରକାର ଦଖଲ ପାଇଁ କଣ ରହିଛି ବିଜେପିର ରଣନୀତି। ବିଜେଡି ଛାଡ଼ି ବିଜେପି ଆସୁଥିବା ନେତାଙ୍କୁ ନେଇ କଣ କହୁଛନ୍ତି। ଏ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଧାମନଗର ବିଜେପି ପ୍ରାର୍ଥୀ ସୂଯ୍ୟବଂଶୀ ସୂରଜ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
