Advertisment

ଅସହାୟ ରୋଗୀଙ୍କୁ ସାହା ଡାକ୍ତର ରାମଚନ୍ଦାନୀ

ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନୀ। ତାଙ୍କର ଏଭଳି ସେବା ମନୋବୃତି ଆଜିର ସ୍ୱାର୍ଥପର ଦୁନିଆରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।

author-image
Manoj Swain

ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର ଶଙ୍କର ରାମଚନ୍ଦାନୀ। ଅସହାୟ ରୋଗୀଙ୍କୁ ସାହା ଡାକ୍ତର ରାମଚନ୍ଦାନୀ। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଆମ ସହ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ।

Advertisment
Odisha Doctor