ପ୍ରାୟ ପ୍ରତିଦିନ ସରକାର ଘୋଷଣା କରୁଛନ୍ତି ନୂଆ ନୂଆ ସ୍କିମ୍ । ଛାତ୍ରଙ୍କଠୁ ଆରମ୍ଭ କରି ମିଶନଶକ୍ତି ମା’ଙ୍କ ଯାଏଁ, ମମତା ଯୋଜନାଠୁ ଆରମ୍ଭ କରି ନୂଆ-ଓ ଛାତ୍ର ବୃତ୍ତି। ଘୋଷଣା ହେଉଛି କୋଟି କୋଟି ଟଙ୍କା। ତେବେ ଏହି ଘୋଷଣା, ଆମ ଅର୍ଥନୀତି ଉପରେ କଣ ପ୍ରଭାବ ପକାଇବ ? ଚାରି ମାସ ପାଇଁ ସରକାର ଆଣିଥିଲେ ବଜେଟ୍ । ନୂଆ ସରକାର ଆସିବା ପରେ ପୁଣି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ସରକାରଙ୍କ ଏ ଘୋଷଣା ଆମ ବଜେଟ୍କୁ ବିଗାଡ଼ି ଦେବନି ତ ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପ୍ରଦୀପ କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା
କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ?

Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।

Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’