Advertisment

ନବୀନଙ୍କ ସହିତ ମୋ ଡିଲ୍‌ ହୋଇଥିଲା !

ଆସନ୍ତା 24ରେ ଦଳ ଭୁବନେଶ୍ବର ଲୋକସଭା ଆସନ ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଚର୍ଚ୍ଚାରେ ଅଛନ୍ତି ଶ୍ରୀମୟୀ ମିଶ୍ର।

Advertisment

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳ ଭିତରେ ଏକ ପ୍ରକାର କୋଣଠେସା ହୋଇ ରହିଥିବା ନେଇ ସବୁବେଳେ ଚର୍ଚ୍ଚା ହୁଏ। ଆସନ୍ତା 24ରେ ଦଳ ଭୁବନେଶ୍ବର ଲୋକସଭା ଆସନ ପାଇଁ କାହାକୁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଚର୍ଚ୍ଚାରେ ଅଛନ୍ତି ଶ୍ରୀମୟୀ ମିଶ୍ର। ଭୁବନେଶ୍ବର ଲୋକସଭାକୁ ଅନେକ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କର ଇଚ୍ଛା ରହିଛି ପୁଣିଥରେ ଏ ଆସନରୁ ପ୍ରାର୍ଥୀ ହେବାକୁ। ନିଜ ରାଜନୈତିକ ଭବିଷ୍ୟତ ଏବଂ ବିଜୁ ବାବୁଙ୍କ ସହିତ ତାଙ୍କର ସଂପର୍କ କେମିତି ଥିଲା ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ।

Advertisment
Odisha Bhubaneswar BjD Prasanna Kumar Patasani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe