Advertisment

କିଭଳି ହେବ ରତ୍ନଭଣ୍ଡାରରେ ଅଳଙ୍କାର ଗଣତି-ମଣତି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରକୁ ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ଭିତରେ ଗଜପତି ମହାରାଜ କହିଛନ୍ତି, ଭିତର ଭଣ୍ଡାରରେ ରହିଥିବା ସମସ୍ତ ଅଳଙ୍କାର ଏବେ ବି ପୂର୍ବ ଭଳି ରହିଛି ।

author-image
Manoj Swain

ଆଗକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଦଳି ପାରେ ବ୍ୟବସ୍ଥା । ମୋବାଇଲ୍ ଆପ୍ଳିକେସନରେ ନିର୍ଦ୍ଦିଷ୍ଟ ସ୍ଳଟ୍ ବୁକିଂ କରି ଦର୍ଶନ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିବା ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଗଚ୍ଛିତ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରକୁ ନେଇ ଗଜପତି ମହାରାଜ କହିଛନ୍ତି, ଭିତର ଭଣ୍ଡାରରେ ରହିଥିବା ସମସ୍ତ ଅଳଙ୍କାର ଏବେ ବି ପୂର୍ବ ଭଳି ରହିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Gajapati Maharaja Puri Shreemandir Odisha