Advertisment

'ସୁଶାନ୍ତ ଭଟଲିକୁ ବିହାର କରିଦେଇଥିଲେ'

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ କେମିତି ହରାଇଲେ ଇରାଶିଷ ଆଚାର୍ଯ୍ୟ, କଣ ରହିଥିଲା ତାଙ୍କର ରଣନୀତି ?

author-image
Manoj Swain

ସୁଶାନ୍ତ ସିଂଙ୍କୁ ହରାଇ ଏଥର ଭଟଲିରୁ ବିଧାୟକ ହୋଇଛନ୍ତି ଇରାଶିଷ ଆଚାର୍ଯ୍ୟ । ବିଜେପିର ଯୁବ ଚେହେରା, ଟାଣୁଆ ନେତା ଭାବେ ପରିଚିତ ଇରାଶିଷ। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ କେମିତି ହରାଇଲେ ଇରାଶିଷ ଆଚାର୍ଯ୍ୟ, କଣ ରହିଥିଲା ତାଙ୍କର ରଣନୀତି ? ସେ ସମ୍ପର୍କରେ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

Advertisment
Odisha Bjp