ସୁଶାନ୍ତ ଭଟଲିକୁ ବିହାର କରିଦେଇଥିଲେ | Exclusive Interview With Irasis Acharya | Odisha Reporter
Advertisment
ସୁଶାନ୍ତ ସିଂଙ୍କୁ ହରାଇ ଏଥର ଭଟଲିରୁ ବିଧାୟକ ହୋଇଛନ୍ତି ଇରାଶିଷ ଆଚାର୍ଯ୍ୟ । ବିଜେପିର ଯୁବ ଚେହେରା, ଟାଣୁଆ ନେତା ଭାବେ ପରିଚିତ ଇରାଶିଷ। ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କୁ କେମିତି ହରାଇଲେ ଇରାଶିଷ ଆଚାର୍ଯ୍ୟ, କଣ ରହିଥିଲା ତାଙ୍କର ରଣନୀତି ? ସେ ସମ୍ପର୍କରେ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us