\'ସେବାୟତଙ୍କୁ ଡରାଇ ଭାଙ୍ଗିଦେଲେ ମଠ\' | EXCLUSIVE INTERVIEW WITH JAGANNATH SWAIN MOHAPATRA । OR
Advertisment
କେବେ ଖୋଲିବ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ତ ? କେବେ ହେବ ଠାକୁରଙ୍କ ରଘୁନାଥ ବେଶ ? ମଠ ମନ୍ଦିର ପ୍ରଶାସନ ଭାଙ୍ଗୁଥିବା ବେଳେ କାହିଁକି ସେବାୟତ ପ୍ରତିବାଦ କଲେନି ? ଏ ସଂପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us