Advertisment

ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ସୁଡ଼ଙ୍ଗ ?

ରଘୁବର ଦାସ କମିଶନ ରିପୋର୍ଟକୁ ସରକାର ବିଧାନସଭାରେ ଉପସ୍ଥାପନ କରିବେ କି ?

author-image
Manoj Swain
ଅଦ୍ୟତନ ହୋଇଛି

ଶ୍ରୀମନ୍ଦିରରେ ରହିଛି କି ଗୁପ୍ତ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ଅଛି ଗୁପ୍ତ ସୁଡ଼ଙ୍ଗ ? ଆଇନ ମନ୍ତ୍ରୀ କହିଲେ, ସେଥିପାଇଁ ଜିପିଆର ସର୍ଭେ କରାଯିବ। ଜିପିଆର ସର୍ଭେ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାରର ଗଣତି ମଣତି ପରେ ଅଳଙ୍କାର କଥା ସାର୍ବଜନୀନ କରାଯିବ କି ? ରଘୁବର ଦାସ କମିଶନ ରିପୋର୍ଟକୁ ସରକାର ଗୃହରେ ଉପସ୍ଥାପନ କରିବେ କି ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment
Odisha Puri Shreemandir Ratna Bhandar Prithviraj Harichandan