Advertisment

ଟଙ୍କେ ଦି'ଟଙ୍କା ଦେଇ ଜିତାଇଦେଲେ ଲୋକେ: ସ୍ଵାଧୀନ ବିଧାୟକ

ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ତଥା ୬ ଥରର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବିଜୟ କୁମାର ଦଳବେହେରା।

author-image
Manoj Swain
ଅଦ୍ୟତନ ହୋଇଛି

କଟକ ଲୋଭସଭା ନିର୍ବାଚନମଣ୍ଡଳୀର ବଡମ୍ବା ବିଧାନସଭା କ୍ଷେତ୍ର ଦୀର୍ଘ ଦିନ ଧରି ବିଜେଡିର ଗଡ଼ ଭାବେ ଜଣାଶୁଣା। ହେଲେ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ତଥା ୬ ଥରର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବିଜୟ କୁମାର ଦଳବେହେରା। ଏହି ଅବସରରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବଡ଼ମ୍ବାର ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରା । 

Advertisment
Odisha Independent MLA