ବଲେ ବଲେ ଢାବାରେ ଖଟ ପଡ଼ିଥିଲା କ\'ଣ ପାଇଁ ? | Exclusive Interview With MLA Himansu Sahoo । Odisha Reporter
Advertisment
ବଲେ ବଲେ ଢାବା ଓ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗୁମର ଖୋଲିଦେଲେ ବିଧାୟକ ହିମାଂଶୁ ସାହୁ। ଢ଼ାବା ଭିତରେ ଥିଲା, ଅନ୍ଧାରୀ କୋଠରୀ ଆଉ ସେଠାରେ ପଡ଼ିଥିଲା ସୋଫା ଓ ବେଡ୍ । ବାହାରୁ ମଦ ଆସୁଥିଲା। ଜଣେ ନାରୀ ନେତ୍ରୀ ଥିଲେ, ସେ ଫିଲ୍ମରେ ଆକ୍ଟିଂ କରନ୍ତି, ତାଙ୍କ ସ୍ବାମୀ ଚଳାଇଥିଲେ ବଲେ ବଲେ ଢାବା। ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us