Advertisment

ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କୁ କିଏ ଠକିଦେଲେ ?

ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏମିତି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ବିଜେପି ସରକାରର ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ।

author-image
Manoj Swain

ଯଦି ୫୦ ହାତ ନନ୍ଦିଘୋଷ ରଥ ଗଡ଼ିଥାନ୍ତା ତେବେ ୫୦ରୁ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା କିନ୍ତୁ କାହିଁକି ? ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ କିଏ ଠକିଦେଲେ ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏମିତି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ବିଜେପି ସରକାରର ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ।

Advertisment
Odisha Bjp Rabi Narayan Naik