Advertisment

ପୁଣି ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ

‘ଓଡ଼ିଶା ରିପୋର୍ଟର’ର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀ ଦେଲେ ଚାଞ୍ଚଲ୍ୟକର ବୟାନ ।

Advertisment

ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରୋକଠୋକ କଥା କହି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପ୍ରଦୀପ କହିଲେ, ଏଥର ନିର୍ବାଚନ ପାଇଁ ଗଦ ରେଡି କରି ରଖିଛନ୍ତି । ଚଳିତ ନିର୍ବାଚନରେ ବିଜେପି ପ୍ରତି ବଢୁଛି ଲୋକଙ୍କ ସମର୍ଥନ। ପ୍ରଦୀପ ସିଧାସଳଖ କହିଛନ୍ତି, ବିଜେଡି ଧ୍ବଂସ ହୋଇଯିବ। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀ ଦେଲେ ଚାଞ୍ଚଲ୍ୟକର ବୟାନ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp Pradeep Panigrahi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe