Podcast With Politcal Leader Prakash Behera | Exclusive Interview With Prakash | OR
ନିର୍ବାଚନ ପୂର୍ବରୁ ମିଶିଲେ, ନିର୍ବାଚନ ପରେ ବିଜେଡି ଦଳକୁ ବାଏ ବାଏ କଲେ। ନବୀନ ବାବୁଙ୍କ ବିରୋଧରେ ଦଳରେ ଚାଲିଥିଲା ବଡ଼ ଷଡ଼ଯନ୍ତ୍ର। ନବୀନ ବାବୁଙ୍କୁ କରାଯାଉଥିଲା ବ୍ଲାକମେଲିଂ। ଯେତିକି ଦିନ ଦଳରେ ରହିଲେ, ସେତିକି ଦିନ ଭିତରେ ବିଜେଡିର ଅନେକ ଗୁମର କଥା ଜାଣିପାରିଥିଲେ ରାଜନେତା ପ୍ରକାଶ ବେହେରା। ସରକାରୀ ଦଳ ଓ କଳ କେମିତି କାମ କରେ, ସେ ସଂପର୍କରେ ବି କହିଛନ୍ତି। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏମିତି କିଛି ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ପ୍ରକାଶ ବେହେରା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
