Advertisment

'ମୁଁ ଦେଖିଛି ନବୀନ ବାବୁ ଫିଙ୍ଗିଦେଲେ ନିର୍ମାଲ୍ୟ'

ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଆମ ସହ ଆଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

author-image
Manoj Swain

ଗରିବର ବସ୍ତିରେ ଆଉ ବୁଲିବନି ବୁଲଡୋଜର। ବେଆଇନ୍ ଭାବେ ଗଢ଼ି ଉଠିଥିବା କୋଠାବାଡ଼ି ମିଶିବ ମାଟିରେ। ଭୂମିହୀନଙ୍କୁ ମିଳିବ 4 ଡିସିମିଲର ଜାଗା। ବର୍ଷ ବର୍ଷ ଧରି ହୀରାକୁଦର ପାଣି ନେଇ ଟିକସ ଫାଙ୍କୁଥିବା କଳ କାରଖାନାଠୁ ଆଦାୟ ହେବ ଟଙ୍କା । ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ବ୍ୟତୀତ ନବୀନଙ୍କ ଜଗନ୍ନାଥଙ୍କ ଭକ୍ତି ନେଇ ସେ ଖୋଲିଛନ୍ତି ଏକ ଚମତ୍କାର ଖୁଲାସା।

Advertisment
Odisha Bjp Suresh Pujari