ମୁଁ ଦେଖିଛି ନବୀନ ବାବୁ ଫିଙ୍ଗିଦେଲେ ନିର୍ମାଲ୍ୟ|Exclusive Interview With Revenue Minister Suresh Pujari।OR
Advertisment
ଗରିବର ବସ୍ତିରେ ଆଉ ବୁଲିବନି ବୁଲଡୋଜର। ବେଆଇନ୍ ଭାବେ ଗଢ଼ି ଉଠିଥିବା କୋଠାବାଡ଼ି ମିଶିବ ମାଟିରେ। ଭୂମିହୀନଙ୍କୁ ମିଳିବ 4 ଡିସିମିଲର ଜାଗା। ବର୍ଷ ବର୍ଷ ଧରି ହୀରାକୁଦର ପାଣି ନେଇ ଟିକସ ଫାଙ୍କୁଥିବା କଳ କାରଖାନାଠୁ ଆଦାୟ ହେବ ଟଙ୍କା । ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ବ୍ୟତୀତ ନବୀନଙ୍କ ଜଗନ୍ନାଥଙ୍କ ଭକ୍ତି ନେଇ ସେ ଖୋଲିଛନ୍ତି ଏକ ଚମତ୍କାର ଖୁଲାସା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us