ବିଜୁଙ୍କ ସିଏମ ପଦ ପଳାଇଥାନ୍ତା ମୁଁ ବଞ୍ଚେଇଦେଲି | Exclusive Interview | Odisha Reporter
ଆଜି ବିଜୁ ଜୟନ୍ତୀ ତଥା ରାଜ୍ୟ ପଞ୍ଚାୟତିରାଜ ଦିବସ। ୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ। ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କ ବିଷୟରେ କଣ କହିଛନ୍ତି ଶୁଣନ୍ତୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
