Advertisment

କାହିଁକି ଦାମୋଦର ରାଉତ ବିଳମ୍ବରେ ଜଏନ୍ କଲେ ବିଜେଡି ?

'ଓଡ଼ିଶା ରିପୋର୍ଟର'କୁ ସାକ୍ଷାତକାର ଦେଇ କଣ କହିଥିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ?

author-image
Manoj Swain

ବିଜୁ ବାବୁଙ୍କ ଦେହାନ୍ତ ପରେ ଯେତେବେଳେ ତାଙ୍କ ପୁଅ ବିଜେଡି ଗଠନ କଲେ ସେତେବେଳେ ପ୍ରଥମେ କାହିଁକି ଯୋଗଦେଲେନି ଦାମୋଦର ରାଉତ ? ଶୁଣନ୍ତୁ ଏନେଇ ଓଡ଼ିଶା ରିପୋର୍ଟରକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କଣ କହିଥିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ତେବେ ଏହି ସାକ୍ଷାତକାରଟି ପୂର୍ବରୁ ଶ୍ରୀ ରାଉତଙ୍କ ସହ କରାଯାଇଥିବାର ଏକ ଅଂଶ ଅଟେ।

Advertisment
Odisha BjD Naveen Patnaik Damodar Rout