କାହିଁକି ଦାମ ଡେରିରେ ଜଏନ୍ କଲେ ବିଜେଡି | Exclusive Interview with Senior Politician Damodar Raut | OR
Advertisment
ବିଜୁ ବାବୁଙ୍କ ଦେହାନ୍ତ ପରେ ଯେତେବେଳେ ତାଙ୍କ ପୁଅ ବିଜେଡି ଗଠନ କଲେ ସେତେବେଳେ ପ୍ରଥମେ କାହିଁକି ଯୋଗଦେଲେନି ଦାମୋଦର ରାଉତ ? ଶୁଣନ୍ତୁ ଏନେଇ ଓଡ଼ିଶା ରିପୋର୍ଟରକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କଣ କହିଥିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ତେବେ ଏହି ସାକ୍ଷାତକାରଟି ପୂର୍ବରୁ ଶ୍ରୀ ରାଉତଙ୍କ ସହ କରାଯାଇଥିବାର ଏକ ଅଂଶ ଅଟେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us