ପ୍ରକାଶଙ୍କୁ ପ୍ରଶ୍ନ, 25 ବର୍ଷ ଧରି କେଉଁଠି ଥିଲେ ?| Exclusive Interview With Sofia Firdous। OR
Advertisment
ଏଥର କଂଗ୍ରେସ ପ୍ରାର୍ଥିନୀ ଭାବେ ମୈଦାନରେ ଫାଇଟ୍ କରିବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ତେଜୁଛି କଟକ-ବାରବାଟୀ ରାଜନୀତି। ନାଁ ନନେଇ ବିଜେଡି ପ୍ରାର୍ଥୀଙ୍କୁ କାଉଣ୍ଟର କଲେ ସୋଫିଆ। କହିଲେ, ସେ ଲୋକଙ୍କ ନିକଟରେ ପହଞ୍ଚିବେ କେମିତି ? ଦୀର୍ଘ 25 ବର୍ଷ ଧରି କେଉଁଠି ଥିଲେ ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ସୋଫିଆ କହିଲେ, 'କଟକବାସୀ ଭାରି ସ୍ବାଭିମାନୀ।' ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us