Advertisment

'ଦଣ୍ଡ ଏମିତି ହେଉ, ରେପ୍‌ କରିବାକୁ ଭୟ କରିବେ'

ଆମର ସ୍ବତନ୍ତ୍ର ଦିଶା କାର୍ଯ୍ୟକ୍ରମରେ ରୋକଠୋକ କଥା କହିଲେ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ।

Advertisment

ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ। ପରିବାରର ଜଞ୍ଜାଳ, ବ୍ୟବସାୟୀ ପୁଣି ରାଜନୀତି, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନା କରିଛନ୍ତି ସୋଫିଆ। ଆମର ସ୍ବତନ୍ତ୍ର ଦିଶା କାର୍ଯ୍ୟକ୍ରମରେ ରୋକଠୋକ କଥା କହିଲେ ସୋଫିଆ।

Advertisment
Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe