କଂଗ୍ରେସରୁ ବାହାର କରିଦେବା ପରେ ସୁର ବାବୁ ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ ମନ୍ମଥ ? ଏଥିପାଇଁ କାରଣ କ’ଣ ? ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ। ତାଙ୍କୁ କଣ କହିଥିଲେ ନବୀନ ଓ ପାଣ୍ଡିଆନ ? ଶୁଣନ୍ତୁ ଏହି ସାକ୍ଷାତକାରରେ...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍
ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।
Interview
ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ: କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ?
ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ?