Exclusive Interview With Sura Routray | Odisha Reporter
କଂଗ୍ରେସରୁ ବାହାର କରିଦେବା ପରେ ସୁର ବାବୁ ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ ମନ୍ମଥ ? ଏଥିପାଇଁ କାରଣ କ’ଣ ? ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ। ତାଙ୍କୁ କଣ କହିଥିଲେ ନବୀନ ଓ ପାଣ୍ଡିଆନ ? ଶୁଣନ୍ତୁ ଏହି ସାକ୍ଷାତକାରରେ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
