Advertisment

ପାଣ୍ଡିଆନଙ୍କ ବିଷୟରେ କଣ କହିଲେ ସୁର ରାଉତରାୟ ?

ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ ? ଏ କଥା ଆମକୁ ଖୋଲି କହିଛନ୍ତି ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ।

ଅଦ୍ୟତନ ହୋଇଛି
Advertisment

କଂଗ୍ରେସରୁ ବାହାର କରିଦେବା ପରେ ସୁର ବାବୁ ଏବେ ନିର୍ଦଳୀୟ। ନିଜ ପୁଅ ପାଇଁ ତାଙ୍କର ଏହି ଅବସ୍ଥା। କାହିଁକି ହାରିଲେ ମନ୍ମଥ ? ଏଥିପାଇଁ କାରଣ କ’ଣ ? ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ? ଏ କଥା ଆମକୁ ଖୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ। ତାଙ୍କୁ କଣ କହିଥିଲେ ନବୀନ ଓ ପାଣ୍ଡିଆନ ? ଶୁଣନ୍ତୁ ଏହି ସାକ୍ଷାତକାରରେ...

Advertisment
Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe