ନିର୍ବାଚନ ପୂର୍ବରୁ ସିଦ୍ଧାର୍ଥ ରାଉତରାୟ କହିଥିଲେ, ବାପାଙ୍କୁ ମୁଁ ମନା କରିଛି ମୋ ପାଇଁ ପ୍ରଚାର କରିବେନି । ହେଲେ ନିର୍ବାଚନ ସମୟରେ ସୁର, ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କାହିଁକି ବଡ଼ ପୁଅ ମନା କରିବା ପରେ ବି ପ୍ରଚାରକୁ ଗଲେ ସନେଇ କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ବଡ଼ପୁଅ ସାନପୁଅକୁ କହିଲା ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଟିକେଟ୍ ଚିରି ଦେଇ ଆ । ତୁ କଂଗ୍ରେସରୁ ଛିଡ଼ା ହ । ହେଲେ ସାନପୁଅର ଆଇଡୋଲୋଜି ନବୀନ ଥିବାରୁ ମୁଁ ତାକୁ ବାଧା ଦେଲିନି । ସେତେବେଳେ ସେ ଗୁଡ଼ାଏ ବୋବେଇଲା । ହେଲେ ନିର୍ବାଚନ ହେଲା ବେଳେ ମୋତେ କହିଲା ବାବା ତୁମେ ନିମାପଡ଼ା ଆସ, ଆଉ ମୁଁ ଗଲି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
+2 ଫେଲ୍ ହୋଇ ଦାଦନ ଖଟିବାକୁ ଯାଇଥିଲେ, ଏବେ ଅଫିସର୍
ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ବିଷ୍ଣୁ ଚରଣ ନାୟକ ।
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।
Interview
ଅମର ଶତପଥୀଙ୍କ ବଡ଼ ବିସ୍ଫୋରଣ: କେମିତ କଟିଲା ଟିକେଟ ? କେମିତି ପାଇଲେ ବର୍ଷା ?
ଆଗରୁ କାହିଁକି ଚାଲିପାରୁନଥିଲେ ନବୀନ, ଏବେ କେମିତି ହୋଇଗଲେ ଫିଟ୍ ? ନବୀନଙ୍କ ନାଟକ ପଛର ନିର୍ଦ୍ଦେଶକ କିଏ ?