\'ପୁଅ ବୋବାଇଲା ସେଥିପାଇଁ ମୁଁ ଗଲି\' || Sura Routray || Exclusive Interview || Odisha Reporter
ନିର୍ବାଚନ ପୂର୍ବରୁ ସିଦ୍ଧାର୍ଥ ରାଉତରାୟ କହିଥିଲେ, ବାପାଙ୍କୁ ମୁଁ ମନା କରିଛି ମୋ ପାଇଁ ପ୍ରଚାର କରିବେନି । ହେଲେ ନିର୍ବାଚନ ସମୟରେ ସୁର, ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କାହିଁକି ବଡ଼ ପୁଅ ମନା କରିବା ପରେ ବି ପ୍ରଚାରକୁ ଗଲେ ସନେଇ କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ବଡ଼ପୁଅ ସାନପୁଅକୁ କହିଲା ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଟିକେଟ୍ ଚିରି ଦେଇ ଆ । ତୁ କଂଗ୍ରେସରୁ ଛିଡ଼ା ହ । ହେଲେ ସାନପୁଅର ଆଇଡୋଲୋଜି ନବୀନ ଥିବାରୁ ମୁଁ ତାକୁ ବାଧା ଦେଲିନି । ସେତେବେଳେ ସେ ଗୁଡ଼ାଏ ବୋବେଇଲା । ହେଲେ ନିର୍ବାଚନ ହେଲା ବେଳେ ମୋତେ କହିଲା ବାବା ତୁମେ ନିମାପଡ଼ା ଆସ, ଆଉ ମୁଁ ଗଲି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
