Advertisment

ସୁର ରାଉତରାୟଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର

ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏମିତି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ ।

Advertisment

ନିର୍ବାଚନ ପୂର୍ବରୁ ସିଦ୍ଧାର୍ଥ ରାଉତରାୟ କହିଥିଲେ, ବାପାଙ୍କୁ ମୁଁ ମନା କରିଛି ମୋ ପାଇଁ ପ୍ରଚାର କରିବେନି । ହେଲେ ନିର୍ବାଚନ ସମୟରେ ସୁର, ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କାହିଁକି ବଡ଼ ପୁଅ ମନା କରିବା ପରେ ବି ପ୍ରଚାରକୁ ଗଲେ ସନେଇ କହିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ବଡ଼ପୁଅ ସାନପୁଅକୁ କହିଲା ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଟିକେଟ୍ ଚିରି ଦେଇ ଆ । ତୁ କଂଗ୍ରେସରୁ ଛିଡ଼ା ହ । ହେଲେ ସାନପୁଅର ଆଇଡୋଲୋଜି ନବୀନ ଥିବାରୁ ମୁଁ ତାକୁ ବାଧା ଦେଲିନି । ସେତେବେଳେ ସେ ଗୁଡ଼ାଏ ବୋବେଇଲା । ହେଲେ ନିର୍ବାଚନ ହେଲା ବେଳେ ମୋତେ କହିଲା ବାବା ତୁମେ ନିମାପଡ଼ା ଆସ, ଆଉ ମୁଁ ଗଲି ।

Advertisment
Odisha Sura Routray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe