Advertisment

ପରାଜୟର ଗ୍ଲାନି, ସଙ୍ଘର୍ଷରୁ ସଫଳତାର କାହାଣୀ...

ରଣପୁର ବିଧାୟିକା ସୁରମା ପାଢୀ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି ।

author-image
Manoj Swain
ଅଦ୍ୟତନ ହୋଇଛି

କହନ୍ତି ଜୀବନରେ ଭାଗ୍ୟ ଓ କର୍ମ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଯେତେବେଳେ କର୍ମ ସହ ଭାଗ୍ୟ ଯୋଡ଼ି ହୋଇଛି, ତାକୁ କିଏ ବା ଅଟକେଇଛି। ସେ ସଙ୍ଘର୍ଷର ଲହୁକୁ ଲୁହ କରି ପିଇଛନ୍ତି, ଦୁଃଖର ଯନ୍ତ୍ରଣାକୁ ଛାତି ତଳେ ଚାପିଛନ୍ତି ଆଉ ସଫଳତାର ସ୍ୱାଦକୁ ବେଶ ଭଲ ଭାବେ ଚାଖିଛନ୍ତି। ଓଡ଼ିଶାର ଦ୍ୱିତୀୟ ମହିଳା ବାଚସ୍ପତି ସୁରମା ପାଢୀ, ତାଙ୍କ ସଫଳତାକୁ ଯିଏ ଦେଖିଛି, ସଙ୍ଘର୍ଷକୁ ବି ଅନୁଭବ କରିଛି। କେମିତି ଥିଲା ଜୀବନର ରାସ୍ତା, କଣ ଥିଲା ସଙ୍ଘର୍ଷ, କେତେ ଦାୟିତ୍ୱପୂର୍ଣ୍ଣ ରହିଛି ବାଚସ୍ପତି ପଦ, ଏ ନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବାଚସ୍ପତି ସୁରମା ପାଢୀ।

Advertisment
Speaker Of Odisha Assembly Surama Padhy Odisha