ନବୀନ ଅଭିନୟ କରୁଥିଲେ ଲୋକେ ପାନେ ଦେଲେ | Exclusive Interview With Tara Prasad Bahinipati।OR
କଂଗ୍ରେସ ଖୋଜୁଛି ମୁଖିଆ। ମାର୍କେଟରେ ଉଡ଼ୁଛି ଅନେକ ଲୋକଙ୍କ ନାଁ। ତାରା କହିଲେ, ମୁଖିଆ ପାଇଁ ମୁଁ ନୁହେଁ ଅଯୋଗ୍ୟ। ଦଳ ଚାହେଁ ପଇସାବାଲା ଲୋକ ନିଅନ୍ତୁ ଦାୟିତ୍ବ । ଭଗବାନଙ୍କୁ ଡାକୁଛି, ସପ୍ତଗିରି ହୁଅନ୍ତୁ ପିସିସି ସଭାପତି। କାହିଁକି ବାରମ୍ବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢୁଛନ୍ତି ତାରା ? ନବୀନଙ୍କ ଅଭିନୟ କେମିତି ସରକାରକୁ କଲା ଆଉଟ ? ଆମର ସ୍ବତନ୍ତ୍ର ସାକ୍ଷାତାକାର କାର୍ଯ୍ୟକ୍ରମରେ କଂଗ୍ରେସର ଭେଟେରାନ ନେତା ତାରା ପ୍ରସାଦ ବାହିନୀପତି କହିଲେ ଭିତିରି କଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
