Advertisment

କାହିଁକି ବାରମ୍ବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢନ୍ତି ତାରା ?

ଆମର ସ୍ବତନ୍ତ୍ର ସାକ୍ଷାତାକାର କାର୍ଯ୍ୟକ୍ରମରେ କଂଗ୍ରେସର ଭେଟେରାନ ନେତା ତାରା ପ୍ରସାଦ ବାହିନୀପତି କହିଲେ ଭିତିରି କଥା।

Advertisment

କଂଗ୍ରେସ ଖୋଜୁଛି ମୁଖିଆ। ମାର୍କେଟରେ ଉଡ଼ୁଛି ଅନେକ ଲୋକଙ୍କ ନାଁ। ତାରା କହିଲେ, ମୁଖିଆ ପାଇଁ ମୁଁ ନୁହେଁ ଅଯୋଗ୍ୟ। ଦଳ ଚାହେଁ ପଇସାବାଲା ଲୋକ ନିଅନ୍ତୁ ଦାୟିତ୍ବ । ଭଗବାନଙ୍କୁ ଡାକୁଛି, ସପ୍ତଗିରି ହୁଅନ୍ତୁ ପିସିସି ସଭାପତି। କାହିଁକି ବାରମ୍ବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢୁଛନ୍ତି ତାରା ? ନବୀନଙ୍କ ଅଭିନୟ କେମିତି ସରକାରକୁ କଲା ଆଉଟ ? ଆମର ସ୍ବତନ୍ତ୍ର ସାକ୍ଷାତାକାର କାର୍ଯ୍ୟକ୍ରମରେ କଂଗ୍ରେସର ଭେଟେରାନ ନେତା ତାରା ପ୍ରସାଦ ବାହିନୀପତି କହିଲେ ଭିତିରି କଥା। 

Advertisment
Odisha Congress Tara Prasad Bahinipati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe