ଦ୍ବାଦଶ ପରିକ୍ଷୀରେ ହେଲେ ଫେଲ୍। ତା ପରେ ଦାଦନ ହୋଇ ସୁରତରେ ଯାଇ ସୂତାକଳରେ କାମ କଲେ। ଘର ଚଳାଇବାର ବୋଝକୁ ବୋହିବା ସହଜ ନ ହେବାରୁ ଗାଁକୁ ଆସି ଏସଟିଡି ବୁଥ୍ କଲେ। ଆଉ ବାହା ବି ହୋଇଗଲେ। ହେଲେ ଏସଟିଡି ବୁଥ୍ ନ ଚାଲିବାରୁ ପୁଣି ସୁରତ ଫେରି ସୂତାକଳରେ କାମ କଲେ। ଏମିତି ଏକ ଦନ୍ତୁରିତ ରାସ୍ତାରେ ଚାଲିବା ଭିତରେ ପାଠପଢ଼ାର ଝୁଙ୍କରେ ରହିଯାଇଥିଲେ। ଆଉ ଏବେ ଓଡ଼ିଶା ସିଭିଲ୍ ସର୍ଭେଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତୁ ଜାଣିବା ସେହି ଦାଦନ ଆଉ ପ୍ଲସ ଟୁ ଫେଲ୍ ସିଭିଲ ସର୍ଭେଣ୍ଟଙ୍କ ପ୍ରେରଣାଦାୟୀ କାହାଣୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Interview
ଚାରିଆଡ଼େ ଖୋଜିଲେ, କିନ୍ତୁ ନବୀନଙ୍କ ବିକାଶ ପାଇଲେନି
କଥା କଥାରେ ଲତିକାଙ୍କୁ ତେରଚ୍ଛା ବାଣ ମାରିଲେ ମନ୍ତ୍ରୀ ।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Interview
ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ
ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।